ତଲାକ୍ ଦେବା Talāk debā
- ଦେ. କ୍ରି. (ମୁସଲମାନ୍ଙ୍କ ବ୍ଯବହୃତ) — (ସ୍ୱାମୀ) ଆପଣା ସ୍ତ୍ରୀକୁ ପରିତ୍ୟାଗ କରିବା ନିମନ୍ତେ 'ତଲାକ୍' ଏହି ଶବ୍ଦ 3 ଥର ଉଚ୍ଚାରଣ କରି ଶପଥ କରିବା — (ସ୍ୱାମୀ) ଆପଣା ସ୍ତ୍ରୀକୁ ପରିତ୍ୟାଗ କରିବା ନିମନ୍ତେ 'ତଲାକ୍' ଏହି ଶବ୍ଦ3ଥର ଉଚ୍ଚାରଣ କରି ଶପଥ କରିବା—. (the husband) To pronounce the formula 'Talāk' 3 times while dissolving the marriage-tie with the wife, according to the dictates of the Koran
- ଦେ. କ୍ରି. (ମୁସଲମାନ୍ଙ୍କ ବ୍ଯବହୃତ) — ବିବାହିତା ସ୍ତ୍ରୀକୁ ତ୍ୟାଗ କରିବା; ବିବାହବନ୍ଧନ ଛେଦନ କରିବା — To dissolve one's marriage-tie with one's wife
- ଦେ. କ୍ରି. (ମୁସଲମାନ୍ଙ୍କ ବ୍ଯବହୃତ) — [ଦ୍ର—ମୁସଲମାନ୍ ଶାସ୍ତ୍ର ମତରେ ବିବାହବନ୍ଧନ ଛେଦନପ୍ରସ୍ତାବ ସ୍ତ୍ରୀ ଆଡ଼ୁ ହେଲେ ତାକୁ 'ଖୁଲା' ଓ ସ୍ୱାମୀ ସ୍ତ୍ରୀ ଉଭୟଙ୍କ ରାଜିରେ ହେଲେ ତାକୁ 'ମୁବାରାତ୍' ବୋଲାଯାଏ। ସ୍ୱାମୀ ସ୍ତ୍ରୀକୁ ଥରେ 'ତଲାକ୍' ଦେଲେ 3 ମାସ ମଧ୍ୟରେ ପୁଣି ମିଳିତ ହେବାକୁ ଇଚ୍ଛା କରି ତାହା ପ୍ରତ୍ୟାହାର କରି ପାରନ୍ତି; ମାତ୍ର 3 ମାସ ଗତ ହୋଇଗଲେ ଆଉ କରି ପାରିବେ ନାହିଁ। 3 ମାସ ପରେ ସ୍ୱାମୀ ଓ ସ୍ତ୍ରୀ ପୁନର୍ବାର ମିଳିତ ହେବାକୁ ଇଚ୍ଛା କଲେ ତଲାକ୍ଦିଆ ସ୍ତ୍ରୀ ଅନ୍ଯ ଜଣକୁ ବିବାହ କରିବେ ଓ 2 ୟ ସ୍ୱାମୀ ତାହାଙ୍କୁ ତଲାକ୍ ଦେବେ ଏବଂ ତତ୍ପରେ ଉକ୍ତ ସ୍ତ୍ରୀ 1 ମ ସ୍ୱାମୀଙ୍କୁ ଗ୍ରହଣ କରି ପାରିବେ। ସ୍ତ୍ରୀର ଅନୁପସ୍ଥିତିରେ ମଧ୍ୟ ସ୍ୱାମୀ ସ୍ତ୍ରୀକୁ ତଲାକ୍ ଦେଇ ପାରନ୍ତି।] — [ଦ୍ର—ମୁସଲମାନ୍ ଶାସ୍ତ୍ର ମତରେ ବିବାହବନ୍ଧନ ଛେଦନପ୍ରସ୍ତାବ ସ୍ତ୍ରୀ ଆଡ଼ୁ ହେଲେ ତାକୁ 'ଖୁଲା' ଓ ସ୍ୱାମୀ ସ୍ତ୍ରୀ ଉଭୟଙ୍କ ରାଜିରେ ହେଲେ ତାକୁ 'ମୁବାରାତ୍' ବୋଲାଯାଏ ସ୍ୱାମୀ ସ୍ତ୍ରୀକୁ ଥରେ 'ତଲାକ୍' ଦେଲେ3ମାସ ମଧ୍ୟରେ ପୁଣି ମିଳିତ ହେବାକୁ ଇଚ୍ଛା କରି ତାହା ପ୍ରତ୍ୟାହାର କରି ପାରନ୍ତି; ମାତ୍ର3ମାସ ଗତ ହୋଇଗଲେ ଆଉ କରି ପାରିବେ ନାହିଁ3ମାସ ପରେ ସ୍ୱାମୀ ଓ ସ୍ତ୍ରୀ ପୁନର୍ବାର ମିଳିତ ହେବାକୁ ଇଚ୍ଛା କଲେ ତଲାକ୍ଦିଆ ସ୍ତ୍ରୀ ଅନ୍ଯ ଜଣକୁ ବିବାହ କରିବେ ଓ2ୟ ସ୍ୱାମୀ ତାହାଙ୍କୁ ତଲାକ୍ ଦେବେ ଏବଂ ତତ୍ପରେ ଉକ୍ତ ସ୍ତ୍ରୀ1ମ ସ୍ୱାମୀଙ୍କୁ ଗ୍ରହଣ କରି ପାରିବେ ସ୍ତ୍ରୀର ଅନୁପସ୍ଥିତିରେ ମଧ୍ୟ ସ୍ୱାମୀ ସ୍ତ୍ରୀକୁ ତଲାକ୍ ଦେଇ ପାରନ୍ତି]