ତଲାକ୍ ଦିଆ Talāk diā

  • ଦେ. ବିଣ. ସ୍ତ୍ରୀ. (ମୁସଲମାନ୍ଙ୍କ ବ୍ଯବହୃତ) — ସ୍ୱାମୀଦ୍ୱାରା ତଲାକ୍ ବିଧିରେ ପରିତ୍ୟକ୍ତା (ସ୍ତ୍ରୀ) — (wife) Whose marital relationship has been dissolved by the husband
  • ଦେ. ବିଣ. ସ୍ତ୍ରୀ. (ମୁସଲମାନ୍ଙ୍କ ବ୍ଯବହୃତ) — ପଠାଣଘର ତଲାକ୍ଦିଆ ମାଇକିନିଆଙ୍କ ପରି ତାନପୁରାଟା ଏବଂ... ତବଲା ଦୁଇଟା ଗଡ଼ୁ ଅଛି। ଫକୀରମୋହନ. ଛମାଣ ଆଠଗୁଣ୍ଠ।