ତର୍ଷିତ Tarshita

  • ସଂ. ବିଣ (ତୃଷ ଧାତୁ ଣିଚ୍=ତୃଷି ଧାତୁ+କର୍ମ. ତ) — ତୃଷିତ; ପିପାସିତ — Thirsty
  • ସଂ. ବିଣ (ତୃଷ ଧାତୁ ଣିଚ୍=ତୃଷି ଧାତୁ+କର୍ମ. ତ) — ବାଞ୍ଛିତ — Greatly desired
  • ସଂ. ବିଣ (ତୃଷ ଧାତୁ ଣିଚ୍=ତୃଷି ଧାତୁ+କର୍ମ. ତ) — ଉତ୍କଣ୍ଠିତ — Eager for