ତର୍କୁ ପିଠ Tarku pitha

  • ସଂ. ବି.—( 6 ଷ୍ଠୀ ତତ୍; ତର୍କୁ+ପିଠ+ପିଠୀ; +ପିଣ୍ଡ=ଗୋଲାକାର ବସ୍ତୁ) — ତାକୁଡ଼ୀ ମୂଳରେ ଯେଉଁ ପିଣ୍ଡ ବା ଗୋଲ ପଦାର୍ଥ ଥାଏ; ତାକୁଡ଼ୀମୂଳର ବାଟୁଳୀ — The ball at the lower end of a spindle