ତର୍କ ବିତର୍କ Tarka bitarka

  • ସଂ. ବି. (ସହଚର; ଦ୍ୱନ୍ଦ୍ୱ; ତର୍କ+ବିତର୍କ) — ବାଦାନୁବାଦ; ବାଦପ୍ରତିବାଦ; ଊହାପୋହ; ଅନୁକୂଳ ଓ ପ୍ରତି— କୂଳ ଆଲୋଚନା — The pros and cons of a matter; repeated discussions from all points of view