ତରୁଣ Taruṇa
- ସଂ. ବିଣ. ପୁଂ (ତୃ ଧାତୁ+କର୍ତ୍ତୃ. ଉନ) — ନବଯୁବା — Youthful; juvenile
- ସଂ. ବିଣ. ପୁଂ (ତୃ ଧାତୁ+କର୍ତ୍ତୃ. ଉନ) — ନବ; ନବୀନ; ନୂତନ — New
- ସଂ. ବିଣ. ପୁଂ (ତୃ ଧାତୁ+କର୍ତ୍ତୃ. ଉନ) — ସଦ୍ୟଃ; ତଟକା — Fresh
- ସଂ. ବିଣ. ପୁଂ (ତୃ ଧାତୁ+କର୍ତ୍ତୃ. ଉନ) — ଅପରିପକ୍ୱ — Unripe; raw
- ସଂ. ବିଣ. ପୁଂ (ତୃ ଧାତୁ+କର୍ତ୍ତୃ. ଉନ) — କୋମଳ — Soft; tender
- ସଂ. ବିଣ. ପୁଂ (ତୃ ଧାତୁ+କର୍ତ୍ତୃ. ଉନ) — ନବଜାତ — Newly born
- ସଂ. ବି. ପୁଂ — ନବଯୁବକ — Youth; young man
- ସଂ. ବି. ପୁଂ — ବୃକ୍ଷାଦିର କୋମଳାଗ୍ର — Tender shoot of a tree
- ସଂ. ବି. ପୁଂ — ସ୍ଥୂଳ ଜୀରକ (ହି. ଶବ୍ଦସାଗର) — A large variety of cumin seed
- ସଂ. ବି. ପୁଂ — ଏରଣ୍ଡ; ଗବ (ହି. ଶବ୍ଦସାଗର) — Custard
- ସଂ. ବି. ପୁଂ — ଏକପ୍ରକାର ମଲ୍ଲୀ ଫୁଲ (ହି. ଶବ୍ଦସାଗର) — A kind of jasmine