ତରୁଣ ଦଧି Taruṇa dadhi

  • ସଂ. ବି. (କର୍ମଧା; ତରୁଣ+ଦଧି) — ସଦ୍ୟୋଜାତ ଦହି; ସଜ ଘୋଳ ଦହି — Fresh butter-milk
  • ସଂ. ବି. (କର୍ମଧା; ତରୁଣ+ଦଧି) — ପାଞ୍ଚ ଦିନ ହେଲା ବସା ଯାଇଥିବା ଦହି; ପାଞ୍ଚ ଦିନର ପୁରୁଣା ଦହି (ହି. ଶବ୍ଦସାଗର) — Curd 5 days old