ତରୁଣ ଜ୍ୱର Taruṇa jwara

  • ସଂ. ବି. (କର୍ମଧା; ତରୁଣ ଜ୍ୱର) — ଜ୍ୱରର ନୂତନ ଅବସ୍ଥା — New fever
  • ସଂ. ବି. (କର୍ମଧା; ତରୁଣ ଜ୍ୱର) — [ଦ୍ର—ଯେଉଁ ଜ୍ୱର 7 ଦିନ ପର୍ଯ୍ୟନ୍ତ ଦେହରୁ ଛାଡ଼ି ନାହିଁ ତାକୁ ତରୁଣ ଜ୍ୱର କହନ୍ତି।] — [ଦ୍ର—ଯେଉଁ ଜ୍ୱର7ଦିନ ପର୍ଯ୍ୟନ୍ତ ଦେହରୁ ଛାଡ଼ି ନାହିଁ ତାକୁ ତରୁଣ ଜ୍ୱର କହନ୍ତି]