ତରୁ ଶାୟୀ Taru ṡāyī

  • ସଂ. ବି. ପୁଂ (ତରୁ+ଶୀ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ପକ୍ଷୀ — Bird
  • ସଂ. ବି. ପୁଂ (ତରୁ+ଶୀ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ମର୍କଟ — Monkey
  • ସଂ. ବିଣ — ଗଛରେ ଶୋଇଥିବା — Sleeping on a tree