ତରିତ୍ର Taritra

  • ସଂ. ବି. ପୁଂ (ତୃ ଧାତୁ+କରଣ. ତ୍ର; ଇ ଆଗମ) — ନୌକା — Boat
  • ସଂ. ବି. ପୁଂ (ତୃ ଧାତୁ+କରଣ. ତ୍ର; ଇ ଆଗମ) — ଭେଳା — Raft