ତରିଣ୍ଡା Tariṇḍā

  • ଦେ. ବି. (ସଂ. ତରଣ୍ଡ) — ସମୁଦ୍ର ବା ନଦୀର ଗଭୀର ତଳ ଦେଶରେ ଲଙ୍ଗର ବା ହୁକଦ୍ୱାରା ଖଟା ଯାଇଥିବା ଭାସମାନ ପିମ୍ପା; ବୟା — Buoy
  • ଦେ. ବି. (ସଂ. ତରଣ୍ଡ) — ତେରେଣ୍ଡା (ଦେଖ) — Tereṇḍā (See)