ତରୀ Tarī
- ସଂ. ବି ଓ ବିଣ. ସ୍ତ୍ରୀ. (ତୃ ଧାତୁ+କରଣ. ଈ) — ତରି (ଦେଖ) — Tari (See)
- ସଂ. ବି ଓ ବିଣ. ସ୍ତ୍ରୀ. (ତୃ ଧାତୁ+କରଣ. ଈ) — ଗଦା (ହି. ଶବ୍ଦସାଗର) — 3. Mace
- ସଂ. ବି ଓ ବିଣ. ସ୍ତ୍ରୀ. (ତୃ ଧାତୁ+କରଣ. ଈ) — ଧୂମ; ଧୂଆଁ (ହି. ଶବ୍ଦସାଗର) — Smoke
- ଦେ. ବି — ପ୍ରାଚୀନ ଅର୍ଣ୍ଣବପୋତବିଶେଷ — A kind of sea-going vessel or ship used in ancient times
- ଦେ. ବି — (ଜଗବନ୍ଧୁ ପ୍ରାଚୀନ ଉତ୍କଳ।)