ତରାସିବା Tarāsibā

  • ଦେ (ପଦ୍ଯ) କ୍ରି (ସଂ. ତ୍ରାସ) — ତ୍ରାସିବା; ଭୀତ କରାଇବା — To frighten; to alarm
  • ଦେ (ପଦ୍ଯ) କ୍ରି (ସଂ. ତ୍ରାସ) — (ଫା. ତରାଶ୍=କର୍ତ୍ତନ) ଛୁରିରେ କାଟିବା — To cut or scratch with a knife
  • ଦେ (ପଦ୍ଯ) କ୍ରି (ସଂ. ତ୍ରାସ) — (ଚନ୍ଦ୍ର ସୂର୍ଯ୍ୟାଦି) ତେଜ ପ୍ରକାଶ କରିବା; କିରଣ ଦେବା — (the sun and the moon etc) To shine; to give light
  • ଦେ (ପଦ୍ଯ) କ୍ରି (ସଂ. ତ୍ରାସ) — ସେତେବେଳକୁ ଜହ୍ନ ତରାସିଲାଣି—ସହକାର, କାର୍ତ୍ତିକ ମାର୍ଗଶୀର 1930 । — ସେତେବେଳକୁ ଜହ୍ନ ତରାସିଲାଣି—ସହକାର, କାର୍ତ୍ତିକ ମାର୍ଗଶୀର1930