ତରାସିଆ Tarāsiā
- ପ୍ରାଦେ (ଗଞ୍ଜାମ) ବି — ନାପିତ; ଭଣ୍ଡାରୀ — Barber
- ପ୍ରାଦେ (ଗଞ୍ଜାମ) ବି — ଭଣ୍ଡାରୀଙ୍କ ଉପାଧିବିଶେଷ — A title given to barbers
- ପ୍ରାଦେ (ଗଞ୍ଜାମ) ବି — ଯେଉଁ ବ୍ଯକ୍ତି ରାଜା ବା ଠାକୁରଙ୍କ ପାଖରେ ଶୋଭାଯାତ୍ରାରେ ତ୍ରାସ ବା ଆଡ଼େଣୀ ଟେକି ଧରେ — The bearer of the 'Trāsa' (side-umbrella) accompanying a king or idol in a procession