ତରାବର Tarābara

  • ଦେ. ବି. (ସଂ. ତାରା ଓ ବର; ତାରକାଙ୍କ ମଧ୍ୟରେ ଶ୍ରେଷ୍ଠ) — ଚନ୍ଦ୍ର — The moon
  • ଦେ. ବି. (ସଂ. ତାରା ଓ ବର; ତାରକାଙ୍କ ମଧ୍ୟରେ ଶ୍ରେଷ୍ଠ) — ତରାବର କିରଣ ବରାବର ଚରଣ ନଖାଂଶୁ ସୁରଗଣ ଶିଖାଭରଣ ହେ। କବିସୂର୍ଯ୍ୟ. କିଶୋରୀଚମ୍ପୂ କ୍ଷ. ଗୀତ।