ତରସ୍ୱୀ Taraswī
- ସଂ. ବିଣ. ପୁଂ (ତରସ୍+ଅଛି ଅର୍ଥରେ ବିନ୍; 1 ମା. 1 ବ) — ତରସ୍ୱାନ୍ (ଦେଖ) — Taraswān (See)
- ସଂ. ବିଣ. ପୁଂ (ତରସ୍+ଅଛି ଅର୍ଥରେ ବିନ୍; 1 ମା. 1 ବ) — ରୋଗଗ୍ରସ୍ତ — Sick; ailing
- ସଂ. ବି — ବାୟୁ — Air
- ସଂ. ବି — ଗରୁଡ଼ — The mythological bird-king who carries Bishṇu on his back
- ସଂ. ବି — ପତ୍ରବାହକ; ହରକରା — A courier