ତରମିମ୍ କରିବା Taramim karibā

  • ଦେ. କ୍ରି. (କଚିରିଆ) — ଦାବିର ପରିମାଣ କମାଇ ଦେବା — To modify the claim
  • ଦେ. କ୍ରି. (କଚିରିଆ) — ଦାବିର କେତେକ ଅଂଶ ବାଜ୍ୟାପ୍ତ ବା ଅଗ୍ରାହ୍ୟ କରିବା — To reject a part of the claim