ତରଫଦାର୍ Taraphadār
- ବୈଦେ. ବିଣ. (ଫା.) — ପକ୍ଷୀୟ; ପକ୍ଷାବଲମ୍ବୀ — Partisan; belonging to one party
- ବୈଦେ. ବିଣ. (ଫା.) — ପକ୍ଷପାତୀ — Partial
- ବୈଦେ. ବିଣ. (ଫା.) — କୌଣସି ପକ୍ଷରୁ କାର୍ଯ୍ୟ କରୁଥିବା — Representing one of the parties
- ବୈଦେ. ବିଣ. (ଫା.) — ଏକ ପକ୍ଷର ଅଧିକାରୀ ବା ମାଲିକ — The chief person of one party
- ବୈଦେ. ବି. — ମୁସଲମାନ୍ ସମ୍ରାଟଙ୍କ ଅମଳରେ ବଙ୍ଗଦେଶର ରାଜସ୍ୱ କର୍ମଚାରୀ ଓ ଜମିଦାରଙ୍କୁ ପ୍ରଦତ୍ତ ଉପାଧିବିଶେଷ — A title in Bengal given under Mahomedan rule to a Zamindar or Revenue officer in charge of certain tracts of a district