ତରଫ ଧରିବା Tarapha dharibā

  • ଦେ. କ୍ରି. — କୌଣସି ଗୋଟିଏ ପକ୍ଷର ଅନୁକୂଳତା କରିବା — To take sides
  • ଦେ. କ୍ରି. — (ଯଥା—ଆପଣ ପଞ୍ଚାଏତରେ ବସି ତରଫ ଧରି ବିଚାର କଲେ ଚଳିବ ନାହିଁ।)
  • ଦେ. କ୍ରି. — କୌଣସି ପକ୍ଷରେ ଭୁକ୍ତ ହେବା — To be enrolled in a party