ତରଣିସୁତ Taraṇi suta

  • ସଂ. ବି. ପୁଂ ( 6 ଷ୍ଠୀ ତତ୍; ତରଣି=ସୂର୍ଯ୍ୟ+ସୁତ) — ଶନି — Planet Saturn
  • ସଂ. ବି. ପୁଂ ( 6 ଷ୍ଠୀ ତତ୍; ତରଣି=ସୂର୍ଯ୍ୟ+ସୁତ) — ଯମ — J̄ama, the God of Death