ତରଜୁତ୍ ଆବାଦ୍ କରିବା Tarajut ābād karibā

  • ଦେ. କ୍ରି (ଆ. ତରଦ୍ଦୁଦ୍+ଆ. ଆବାଦ୍) (କଚିରିଆ) କୌଣସି ଜମିକୁ ରକ୍ଷଣା— ବେକ୍ଷଣ କରିବା ଓ ଚାଷ କରିବା — To preserve and cultivate a plot of land; to properly look after or take care of a property