ତରକେଇବା Tarakeibā

  • ଦେ. କ୍ରି — ହୁରୁଡ଼ାଇବା — To frighten; to cause one to shy
  • ଦେ. କ୍ରି — ପୂର୍ବରୁ ସାବଧାନ କରାଇ ଦେବା — To warn beforehand