ତରକା ହିଂସା Tarakā hiṁsā

  • ବୈଦେ. ବି (ମୁସଲମାନଙ୍କ ସମ୍ପତ୍ତି ବିଭାଗ ଆଇନ)— (ଫା. ତରକୀ=ମୃତ ବ୍ଯକ୍ତିର ତ୍ୟକ୍ତ ସମ୍ପତ୍ତିର ଅବଶିଷ୍ଟ ଅଂଶ+ହିସ୍ସା=ବଣ୍ଟନରେ ବିଭଜ୍ଜିତ ଅଂଶ) — କୋରାନ୍ ଅନୁସାରେ ମୃତ ବ୍ଯକ୍ତିର ପ୍ରତ୍ୟକ୍ଷ ଉତ୍ତରାଧିକାରୀମାନେ ଅଂଶ ନେବା ପରେ ଅବଶିଷ୍ଟ ସମ୍ପତ୍ତିକୁ ବାଣ୍ଟିନେବା ହିଂସାଦାରଙ୍କ ହିଂସା — Residuary share got by certain collateral relations of a deceased person