ତମ୍ବି Tabmi

  • ବୈଦେ. ବି. (ଆ. ତମ୍ବୀହ୍; ତୁଳ. ସଂ. ତୁମ୍ ଧାତୁ=ପୀଡ଼ନ କରିବା ଓ ତମ୍ ଧାତୁ=ହିଂସା କରିବା) — ତର୍ଜନ; ଭର୍ତ୍ସନା — Rebuke; reproof; admonition; censure
  • ବୈଦେ. ବି. (ଆ. ତମ୍ବୀହ୍; ତୁଳ. ସଂ. ତୁମ୍ ଧାତୁ=ପୀଡ଼ନ କରିବା ଓ ତମ୍ ଧାତୁ=ହିଂସା କରିବା) — ଜିଗର; ଯିଦି — Importunity
  • ବୈଦେ. ବି. (ଆ. ତମ୍ବୀହ୍; ତୁଳ. ସଂ. ତୁମ୍ ଧାତୁ=ପୀଡ଼ନ କରିବା ଓ ତମ୍ ଧାତୁ=ହିଂସା କରିବା) — ତୋଡ଼; ଜୁଲମ — Oppression; brunt
  • ବୈଦେ. ବି. (ଆ. ତମ୍ବୀହ୍; ତୁଳ. ସଂ. ତୁମ୍ ଧାତୁ=ପୀଡ଼ନ କରିବା ଓ ତମ୍ ଧାତୁ=ହିଂସା କରିବା) — ଧମକାଣ; ଧମକ ଦେଖାଇବା — Threatening
  • ବୈଦେ. ବି. (ଆ. ତମ୍ବୀହ୍; ତୁଳ. ସଂ. ତୁମ୍ ଧାତୁ=ପୀଡ଼ନ କରିବା ଓ ତମ୍ ଧାତୁ=ହିଂସା କରିବା) — ଜିଗର କରି କୌଣସି ବିଷୟ ତଲବ କରିବା — Pressing demand
  • ବୈଦେ. ବି. (ଆ. ତମ୍ବୀହ୍; ତୁଳ. ସଂ. ତୁମ୍ ଧାତୁ=ପୀଡ଼ନ କରିବା ଓ ତମ୍ ଧାତୁ=ହିଂସା କରିବା) — ରାଗ; କ୍ରୋଧ — Anger
  • ବୈଦେ. ବି. (ଆ. ତମ୍ବୀହ୍; ତୁଳ. ସଂ. ତୁମ୍ ଧାତୁ=ପୀଡ଼ନ କରିବା ଓ ତମ୍ ଧାତୁ=ହିଂସା କରିବା) — ତାକିଦ୍; ପୂର୍ବରୁ ସାବଧାନ କରିବା — Warning