ତମ୍ବିତଲବ Tambi talaba

  • ବୈଦେ. ବି. (ଆ. ସହଚର) — ଜିଗର କରି କୌଣସି ବସ୍ତୁ ତଲବ କରିବା — 1. Importunate demands; pressing demands
  • ବୈଦେ. ବି. (ଆ. ସହଚର) — କୌଣସି ବ୍ଯକ୍ତିକୁ ଧମକ ଦେଖାଇ ତାଠାରୁ କିଛି ନେବାକୁ କହିବା — Threatening demands; dunning threats and demands
  • ବୈଦେ. ବି. (ଆ. ସହଚର) — ଦଣ୍ଡର ଭୟ ପ୍ରଦର୍ଶନପୂର୍ବକ ତାକିଦ୍ — Warning