ତମ୍ବି କରିବା Tambi karibā

  • ଦେ. କ୍ରି — ଧମକାଇବା — To threaten
  • ଦେ. କ୍ରି — ଜିଗର କରିବା — To importune
  • ଦେ. କ୍ରି — ଜୁଲମ କରିବା — To oppress
  • ଦେ. କ୍ରି — ତାକିଦ୍ କରିବା; ପୂର୍ବରୁ ଦଣ୍ଡର ଭୟ ଦେଖାଇ ସାବ— ଧାନ କରିଦେବା — To warn