ତମ୍ବାଳୁ Tambāḻu
- ଦେ. ବି. (ସଂ. ଚର୍ମକଷା) — କ୍ଷୁଦ୍ର ବନ୍ୟ ବୃକ୍ଷବିଶେଷ — A kind of small wild tree; Ehretia Taevis; Ehretia Pubescenes; Ehretia Acuminata (Haines)
- ଦେ. ବି. (ସଂ. ଚର୍ମକଷା) — [ଏହା ପୁରୀ ଜିଲ୍ଲାର ଖୋରଧା ଓ ଗଡ଼ଜାତମାନଙ୍କରେ ବିଶେଷ ପରିମାଣରେ ଦେଖାଯାଏ। ଗଛର ଗୋଲେଇ ପ୍ରାୟ 4 ଫୁଟ; କାଠ ଭାରି ଟାଣୁଆ ଓ ବହୁକାଳ ରହେ। ଏହାର ପତ୍ରକୁ ଚୋବାଇଲେ ଦାନ୍ତ ରଙ୍ଗ ପଡ଼ିଯାଏ।] — [ଏହା ପୁରୀ ଜିଲ୍ଲାର ଖୋରଧା ଓ ଗଡ଼ଜାତମାନଙ୍କରେ ବିଶେଷ ପରିମାଣରେ ଦେଖାଯାଏ ଗଛର ଗୋଲେଇ ପ୍ରାୟ4ଫୁଟ; କାଠ ଭାରି ଟାଣୁଆ ଓ ବହୁକାଳ ରହେ ଏହାର ପତ୍ରକୁ ଚୋବାଇଲେ ଦାନ୍ତ ରଙ୍ଗ ପଡ଼ିଯାଏ]