ତମ୍ବାପଟା Tambā paṭā
- ଦେ. ବି. (ସଂ. ତାମ୍ରପଟ୍ଟ) — ତମ୍ବାର ପତର ବା ପତ୍ର — Copper-plate
- ଦେ. ବି. (ସଂ. ତାମ୍ରପଟ୍ଟ) — ଦାନପତ୍ର ବା ସନନ୍ଦ ଫଳକ — Inscribed copper-plates embodying grants of land
- ଦେ. ବି. (ସଂ. ତାମ୍ରପଟ୍ଟ) — [ଦ୍ର—ପୂର୍ବେ ରାଜାମାନେ ଭୂସମ୍ପତ୍ତି ଦାନ କଲା ବେଳେ ତମ୍ବାପଟାରେ ଅକ୍ଷର ଖୋଳାଇ ସନନ୍ଦ ବା ଦାନପତ୍ର ଦେଉଥିଲେ। କାଗଜ ବା ତାଳପତ୍ରରେ ଲେଖା ସନନ୍ଦ ଅଳ୍ପକାଳରେ ନଷ୍ଟ ହୋଇଯିବାର ଆଶଙ୍କାରେ ଏହି ତମ୍ବାପଟାର ବ୍ଯବହାର ହେଉଥିଲା।]