ତମ୍ପ ମୁହାଁ Tampa muhāñ

  • ଦେ. ବିଣ. ପୁଂ — ଯେଉଁ ବ୍ଯକ୍ତି ସ୍ୱଭାବତଃ କ୍ରୋଧୀ ବୋଲି ମୁହଁରୁ ଜଣା ପଡ଼େ; ଯେଉଁ ବ୍ଯକ୍ତିର ମୁଖ କ୍ରୋଧଜର୍ଜର ଦେଖାଯାଏ — Of a wrathful countenance