ତମ୍ (ଧାତୁ) Tam (root)
- ସଂ. — ଖେଦ କରିବା — To grieve; to lament
- ସଂ. — କ୍ଳାନ୍ତ ହେବା; ଅବସନ୍ନ ହେବା — To be exhausted or fatigued
- ସଂ. — ମ୍ଳାନ ହେବା — To fade; to pine
- ସଂ. — ପବନ ରୁଦ୍ଧ ହେବା; ଅଣନିଶ୍ୱାସି ହେବା — To be choked; to be suffocated (Apte)
- ସଂ. — କ୍ଳିଷ୍ଟ ହେବା; (ଶାରୀରିକ ବା ମାନସିକ) କ୍ଳେଶ ପାଇବା — To be distressed (in body or mind) (Apte)
- ସଂ. — ଇଚ୍ଛା କରିବା — To wish; to desire (Apte)
- ସଂ. — ବନ୍ଦହେବା — To stop (Apte)
- ସଂ. — ଅଚଳ ହେବା — To become immoveable (Apte)