ତମାଳିକା Tamāḻikā
- ସଂ. ବି. ସ୍ତ୍ରୀ (ତମାଳ+ସମ୍ବନ୍ଧାର୍ଥରେ ଇକ+ସ୍ତ୍ରୀ. ଆ) — ତମଲୁକ ଦେଶ; ତାମ୍ରଲିପ୍ତ — The country of Tamlook (a subdivision and town in Midnapur district)
- ସଂ. ବି. ସ୍ତ୍ରୀ (ତମାଳ+ସମ୍ବନ୍ଧାର୍ଥରେ ଇକ+ସ୍ତ୍ରୀ. ଆ) — ଭୂଇଁ ଅଅଁଳା — Philanthus Niruri (a herb.)
- ସଂ. ବି. ସ୍ତ୍ରୀ (ତମାଳ+ସମ୍ବନ୍ଧାର୍ଥରେ ଇକ+ସ୍ତ୍ରୀ. ଆ) — ମଞ୍ଜିଷ୍ଠା (ଦେଖ) — Man̄jishṭhā (See)