ତମାଦି ଆଇନ୍ Tamādi āin
- ବୈଦେ. ବି. (ଆ. ତମାଦୀ+ଆଇନ୍) (କଚିରିଆ ଭାଷା) — ଯେଉଁ ଆଇନ୍ରେ ଭିନ୍ନ ଭିନ୍ନ ଶ୍ରେଣୀର ଦାବୀ ଭିନ୍ନ ଭିନ୍ନ ନିର୍ଦ୍ଦିଷ୍ଟ ସମୟ ପରେ ବାରିତ ହେବା ବିଷୟର ଉଲ୍ଲେ ଥାଏ — Law of Limitation; Limitation Act
- ବୈଦେ. ବି. (ଆ. ତମାଦୀ+ଆଇନ୍) (କଚିରିଆ ଭାଷା) — [ଦ୍ର—ବର୍ତ୍ତମାନ ଇଂରେଜ ଶାସିତ ଭାରତବର୍ଷରେ 1908 ସାଲର ଯେଉଁ 9 ଆଇନ୍ ତମାଦି ଆଇନ୍ ନାମରେ ଚଳୁଅଛି ତହିଁରେ ଭିନ୍ନ ଭିନ୍ନ ମକଦ୍ଦମା, ଅପିଲ, ଦରଖାସ୍ତ ଓ ଅନ୍ଯାନ୍ୟ ଦାବୀ କଚିରିରେ ଉତ୍ଥାପିତ କରିବା ପାଇଁ ଭିନ୍ନ ଭିନ୍ନ କାଳ ନିର୍ଦ୍ଦିଷ୍ଟ ହୋଇଅଛି; ସେହି ନିର୍ଦ୍ଦିଷ୍ଟ କାଳ ମଧ୍ୟରେ ମକଦ୍ଦମା ଦାଏର ନ କଲେ ବା ଦରଖାସ୍ତ ଆଦି ନ ଦେଲେ ପ୍ରାର୍ଥୀ କୌଣସି ପ୍ରତୀକାର ପାଇ ପାରିବ ନାହିଁ।] — [ଦ୍ର—ବର୍ତ୍ତମାନ ଇଂରେଜ ଶାସିତ ଭାରତବର୍ଷରେ1908ସାଲର ଯେଉଁ9ଆଇନ୍ ତମାଦି ଆଇନ୍ ନାମରେ ଚଳୁଅଛି ତହିଁରେ ଭିନ୍ନ ଭିନ୍ନ ମକଦ୍ଦମା, ଅପିଲ, ଦରଖାସ୍ତ ଓ ଅନ୍ଯାନ୍ୟ ଦାବୀ କଚିରିରେ ଉତ୍ଥାପିତ କରିବା ପାଇଁ ଭିନ୍ନ ଭିନ୍ନ କାଳ ନିର୍ଦ୍ଦିଷ୍ଟ ହୋଇଅଛି; ସେହି ନିର୍ଦ୍ଦିଷ୍ଟ କାଳ ମଧ୍ୟରେ ମକଦ୍ଦମା ଦାଏର ନ କଲେ ବା ଦରଖାସ୍ତ ଆଦି ନ ଦେଲେ ପ୍ରାର୍ଥୀ କୌଣସି ପ୍ରତୀକାର ପାଇ ପାରିବ ନାହିଁ]