ତମସ୍ୱିନୀ Tamaswinī
- ସଂ. ବି. ସ୍ତ୍ରୀ (ତପସ୍ୱିନ୍+ସ୍ତ୍ରୀ. ଈ) — ଅନ୍ଧାର ରାତି — Dark night
- ସଂ. ବି. ସ୍ତ୍ରୀ (ତପସ୍ୱିନ୍+ସ୍ତ୍ରୀ. ଈ) — ରାତି — Night
- ସଂ. ବି. ସ୍ତ୍ରୀ (ତପସ୍ୱିନ୍+ସ୍ତ୍ରୀ. ଈ) — ହରିଦ୍ରା; ହଳଦୀ — Turmeric
- ସଂ. ବିଣ. ସ୍ତ୍ରୀ — ତମସ୍ୱୀର ସ୍ତ୍ରୀଲିଙ୍ଗ — Feminine of Tamaswī