ତବିଅତ୍ ଦାର୍ Tabiat dār

  • ବୈଦେ. ବିଣ. (ଆ. ତବିଅତ୍+ଫା. ପ୍ରତ୍ୟୟ ଦାର୍) — ଭାବୁକ — Thinker
  • ବୈଦେ. ବିଣ. (ଆ. ତବିଅତ୍+ଫା. ପ୍ରତ୍ୟୟ ଦାର୍) — ରସିକ; ରସଜ୍ଞ — A person of wit and humour
  • ବୈଦେ. ବିଣ. (ଆ. ତବିଅତ୍+ଫା. ପ୍ରତ୍ୟୟ ଦାର୍) — ସମଜଦାର୍ — A person of intelligence