ତପ୍ତ ବୈତରଣୀ Tapta ba̲i̱taraṇi

  • ସଂ. ବି. ସ୍ତ୍ରୀ — ହିନ୍ଦୁ ପୁରାଣ ମତରେ ମୃତ୍ୟୁ ପରେ ମନୁଷ୍ୟକୁ ପ୍ରେତ ରୂପେ ଯେଉଁ ତପ୍ତଜଳ— ପୂର୍ଣ୍ଣ ନଦୀ ପାରି ହେବାକୁ ପଡ଼େ — A river seething with boiling water which the ghost of a deceased person is said to have to pass after death according to the Hindu Purāṇas