ତପ୍ (ଧାତୁ) Tap (root)

  • ସଂ. — ଦଗ୍ଧ କରିବା; ଉତ୍ତାପିତ କରିବା; ତତେଇବା — To heat; to burn; to warm
  • ସଂ. — ତପସ୍ୟା କରିବା — To practise penance or austerities