ତପୋଲୋକ Tapoloka

  • ସଂ. ବି. (ମ. ପ. ଲୋ. କର୍ମଧା; ତପଃ+ଲୋକ) — ସପ୍ତଭୂବନ ମଧ୍ୟରୁ ତପଃ ନାମକ ଭୂବନ (ଜନଲୋକର ଊର୍ଦ୍ଧ୍ୱରେ ଅବସ୍ଥିତ) — The region above the 'Janaloka'
  • ସଂ. ବି. (ମ. ପ. ଲୋ. କର୍ମଧା; ତପଃ+ଲୋକ) — [ଦ୍ର—ପୁରାଣ ମତରେ ଏହା ପୃଥିବୀଠାରୁ କୋଟିଯୋଜନ ଊର୍ଦ୍ଧ୍ୱରେ ଅବସ୍ଥିତ।
  • ସଂ. ବି. (ମ. ପ. ଲୋ. କର୍ମଧା; ତପଃ+ଲୋକ) — ବଙ୍ଗୀୟ ପଣ୍ଡିତ ଉମେଶଚନ୍ଦ୍ର ବିଦ୍ୟାରତ୍ନ ପ୍ରଣୀତ 'ମାନବେର ଜନ୍ମଭୂମି' ନାମକ ଗ୍ରନ୍ଥର ମତରେ ତପୋଲୋକ 'ହିରଣୟବର୍ଷ'ର ନାମାନ୍ତର ଏବଂ ଋଷିଆ ଦେଶସ୍ଥ ସାଇବିରିଆର ଅନ୍ତର୍ଗତ ଅଟେ; ଉକ୍ତ ଗ୍ରନ୍ଥ ମତରେ ମହଲୋକ, ତପୋଲୋକ ଓ ବ୍ରହ୍ମଲୋକ ମିଶି 'ତ୍ରିଦିବ', ଅର୍ଥାତ୍ ବର୍ତ୍ତମାନ ସମଗ୍ର ସାଇବିରିଆ ପ୍ରଦେଶ।]