ତପୋଭ୍ରଷ୍ଟ Tapobhrashṭa

  • ସଂ. ବିଣ. ( 5 ମୀ ତତ୍; ତପଃ+ଭ୍ରଷ୍ଟ) — ତପସ୍ୟାସାଧନରୁ ବିଚଳିତ; ଯୋଗଭ୍ରଷ୍ଟ — Straying or fallen from the observance of austerities