ତପୋନିଧି Taponidhi

  • ସଂ. ବି. ପୁଂ. (ବହୁବ୍ରୀହି; ତପଃ+ନିଧି) — ତପସ୍ୱୀ; ମୁନି; ଋଷି — 2. An ascetic
  • ସଂ. ବି. ପୁଂ. (ବହୁବ୍ରୀହି; ତପଃ+ନିଧି) — ଅତ୍ୟନ୍ତ ଧାର୍ମିକ ବ୍ଯକ୍ତି — An eminently pious person