ତପୋଧନ Tapodhana
- ସଂ. ବି. ପୁଂ. (ବହୁବ୍ରୀହି; ତପଃ+ଧନ) — ଯୋଗୀ; ମୁନି; ଋଷି — A sage; an ascetic
- ସଂ. ବି. ପୁଂ. (ବହୁବ୍ରୀହି; ତପଃ+ଧନ) — (ରୂପକ କର୍ମଧାରୟ) ତପସ୍ୟା ରୂପ ଧନ — Asceticism compared to riches
- ସଂ. ବି. ପୁଂ. (ବହୁବ୍ରୀହି; ତପଃ+ଧନ) — ତପୋଲଭ୍ୟ ସ୍ୱର୍ଗାଦି — Heaven etc aimed at by an ascetic
- ସଂ. ବି. ପୁଂ. (ବହୁବ୍ରୀହି; ତପଃ+ଧନ) — ମୁଣ୍ଡୀର ବୃକ୍ଷ (ପ୍ରକୃତିବାଦ) (ଦେଖ) — The Muṇḍira tree. (See)
- ସଂ. ବି. ପୁଂ. (ବହୁବ୍ରୀହି; ତପଃ+ଧନ) — ଦମନକ (ହି. ଶବ୍ଦସାଗର) (ଦେଖ) — Damanaka plant. (See)
- ସଂ. ବି. ପୁଂ. (ବହୁବ୍ରୀହି; ତପଃ+ଧନ) — ଗୋରଖମୁଣ୍ଡୀ (ହି. ଶବ୍ଦସାଗର) (ଦେଖ) — Gorakhamuṇḍī (See)
- ସଂ. ବି — ଅତ୍ୟନ୍ତ ଧାର୍ମିକ — Eminently pious