ତପେ Tape

  • ଦେ. ଅ. (କଚିରିଆ) — ତପା ମଧ୍ୟରେ; ପ୍ରଗନ୍ନାର ଅନ୍ତର୍ଗତ — In a Pergunnah or Subdivision
  • ଦେ. ଅ. (କଚିରିଆ) — (ଯଥା—ତପେ ଗୋପାଳପୁର। ଏଥିର ସାଙ୍କେତିକ। ତ।)