ତପନ ତନୟା Tapana tanayā
- ସଂ. ବି. ସ୍ତ୍ରୀ (ତପନ+ତନୟା; 6 ଷ୍ଠୀ ତତ୍) — ତପନାତ୍ମଜା; ସୂର୍ଯ୍ୟଙ୍କ କନ୍ଯା — The daughter of the Sun-god
- ସଂ. ବି. ସ୍ତ୍ରୀ (ତପନ+ତନୟା; 6 ଷ୍ଠୀ ତତ୍) — ଗୋଦାବରୀ ନଦୀ — The river Godābarī in South India
- ସଂ. ବି. ସ୍ତ୍ରୀ (ତପନ+ତନୟା; 6 ଷ୍ଠୀ ତତ୍) — ଯମୁନା ନଦୀ — The river J̄amunā passing through Muttra
- ସଂ. ବି. ସ୍ତ୍ରୀ (ତପନ+ତନୟା; 6 ଷ୍ଠୀ ତତ୍) — ଶମୀବୃକ୍ଷ; ବବୁରଜାତୀୟ ଏକପ୍ରକାର ବୃକ୍ଷ — 4. Name of a tree from which fuel for Vedic sacrifices (homa) is gathered; Acacia Suma
- ସଂ. ବି. ସ୍ତ୍ରୀ (ତପନ+ତନୟା; 6 ଷ୍ଠୀ ତତ୍) — ବ୍ରଜାଙ୍ଗନା; ଗୋପୀ — The women-devotees of Ṡrīkṛushṇa