ତପଃକ୍ଳେଶ Tapaḥ kḻeṡa
- ସଂ. ବି. (ତପଃ+କ୍ଳେଶ, 6 ଷ୍ଠୀ ତତ୍) — ତପସ୍ୟାଜନିତ ଦୁଃଖ ବା ଶାରୀରିକ କଷ୍ଟ — Physical suffering caused by engagement in or the practice of religious austerities
- ସଂ. ବି. (ତପଃ+କ୍ଳେଶ, 6 ଷ୍ଠୀ ତତ୍) — [ଦ୍ର—ଏଥିରୁ ତପଃକ୍ଳେଶସହ, ତପଃକ୍ଳେଶସହିଷ୍ଣୁ, ଆଦି ଶବ୍ଦ ନିଷ୍ପନ୍ନ ହୁଏ। ସନ୍ଧିଦ୍ୱାରା ତପଃ ଶବ୍ଦଯୁକ୍ତ ହୋଇ ମଧ୍ୟ ଗୁଡ଼ିଏ ଶବ୍ଦ ନିଷ୍ପନ୍ନ ହୁଏ। ଯଥା—ତପୋବଳ; ତପୋନୁଷ୍ଠାନ।]