ତପଃକୃଶ Tapaḥ kṛuṡa

  • ସଂ. ବିଣ. ପୁଂ—(ମ.ପ.ଲୋ; ତପଃ+କୃଶ) — ତପସ୍ୟା- ଚରଣ କରିବା ଯୋଗୁଁ ଯାହାର ଶରୀର ଶୀର୍ଣ୍ଣ ହୋଇଅଛି — Emaciated on account of practising penance