ତପଃ ସ୍ଥଳୀ Tapaḥ sthaḻī
- ସଂ. ବି. (ତପଃ+ସ୍ଥଳୀ; 6 ଷ୍ଠୀ ତତ୍) — ତପସ୍ୟା କରିବାର ସ୍ଥାନ — The place where religious austerities are practised
- ସଂ. ବି. (ତପଃ+ସ୍ଥଳୀ; 6 ଷ୍ଠୀ ତତ୍) — କାଶୀଧାମ; ବାରାଣସୀ — Benares
- ସଂ. ବି. (ତପଃ+ସ୍ଥଳୀ; 6 ଷ୍ଠୀ ତତ୍) — [ଦ୍ର—ଏଠାରେ ମହାଦେବ ବହୁଯୁଗ ତପସ୍ୟା କରିଥିବାରୁ ଏହା ତପଃସ୍ଥଳୀ ବୋଲି ବିଖ୍ୟାତ।]