ତନ୍ୱଙ୍ଗୀ Tanwaṅgī
- ସଂ. ବିଣ. ସ୍ତ୍ରୀ (ବହୁବ୍ରୀହି; ତନୁ=କୃଶ+ଅଙ୍ଗ=ଦେହ+ ସ୍ତ୍ରୀ. ଈ) — କ୍ଷୀଣାଙ୍ଗୀ; କୃଶାଙ୍ଗୀ — Of a slender and delicate build (female)
- ବି. ସ୍ତ୍ରୀ — କୃଶାଙ୍ଗୀ ସ୍ତ୍ରୀ — A woman of delicate proportions
- ବି. ସ୍ତ୍ରୀ — ଶାଳପର୍ଣ୍ଣୀ ବୃକ୍ଷ — A kind of medicinal plant
- ବି. ସ୍ତ୍ରୀ — [ଦ୍ର—ଏହା ଔଷଧରେ ବ୍ଯବହୃତ ହୁଏ।]