ତନ୍ମନ Tanmana

  • ଦେ. ବିଣ. (ସଂ. ତନ୍ମନସ୍) — ଏକ ବିଷୟରେ ନିବିଷ୍ଟଚିତ୍ତ; ଯେଉଁ ବ୍ଯକ୍ତି କୌଣସି ବିଷୟରେ ମନମୂନଚଇତନ ଅର୍ପଣ କରିଥାଏ; ଅନନ୍ୟମନା; ତନ୍ମୟ — Having concentrated one's attention to one particular object; in an absorbed state of mind; having taht alone in mind