ତନ୍ମଧ୍ୟ Tanmadhya

  • ସଂ. ବି. (ତତ୍+ମଧ୍ୟ; 6 ଷ୍ଠୀ ତତ୍) — ତହିଁର ମଧ୍ୟ — The midst of that
  • ସଂ. ବି. (ତତ୍+ମଧ୍ୟ; 6 ଷ୍ଠୀ ତତ୍) — [ଦ୍ର—ଏହିପରି ସଂସ୍କୃତରେ ତନ୍ମଧ୍ୟେ, ତନ୍ମଧ୍ୟସ୍ଥ, ତନ୍ମଧ୍ୟସ୍ଥିତ ଶବ୍ଦମାନ ନିଷ୍ପନ୍ନ ହୁଏ।]