ତନ୍ନାମ Tannāma
- ସଂ. ବି. (ତତ୍+ ନାମ; 6 ଷ୍ଠୀ ତତ୍) — ତାହାଙ୍କର ନାମ — His, her or its name
- ସଂ. ବି. (ତତ୍+ ନାମ; 6 ଷ୍ଠୀ ତତ୍) — (କର୍ମଧାରୟ) ସେହି ନାମ — That name
- ସଂ. ବି. (ତତ୍+ ନାମ; 6 ଷ୍ଠୀ ତତ୍) — [ଦ୍ର—ଏହିପରି ତନ୍ନାମଧେୟ, ତନ୍ନାମଗ୍ରହଣ ଓ ତନ୍ନାମକରଣ ଆଦି ଶବ୍ଦ ନିଷ୍ପନ୍ନ ହୁଏ।]