ତନ୍ନ ତନ୍ନ Tanna tanna

  • ଦେ. କ୍ରି. ବିଣ (ସଂ. ତନ୍ନ= 'ତତ୍', ନ' ଅର୍ଥାତ୍ ତାହା ନୁହେଁ, ଅନେକ କଥାକୁ ଦେଖି 'ଏ କଥା ନୁହେଁ', 'ଏ କଥା ନୁହେଁ' କହି କହି କୌଣସି ବିଷୟକୁ ପରୀକ୍ଷା କରିବା) — ପୁଙ୍ଖାନୁପୁଙ୍ଖ; ବିଷଦଭାବରେ; ବିଶେଷ ଅନୁସନ୍ଧାନପୂର୍ବକ; ଅତି ସୂକ୍ଷ୍ମଭାବରେ ବିଚାର ପୂର୍ବକ — Most thoroughly; minutely; closely; in a sifting manner
  • ଦେ. କ୍ରି. ବିଣ (ସଂ. ତନ୍ନ= 'ତତ୍', ନ' ଅର୍ଥାତ୍ ତାହା ନୁହେଁ, ଅନେକ କଥାକୁ ଦେଖି 'ଏ କଥା ନୁହେଁ', 'ଏ କଥା ନୁହେଁ' କହି କହି କୌଣସି ବିଷୟକୁ ପରୀକ୍ଷା କରିବା) — ଅଦ୍ୟୋପାନ୍ତ — From beginning to end
  • ଦେ. କ୍ରି. ବିଣ (ସଂ. ତନ୍ନ= 'ତତ୍', ନ' ଅର୍ଥାତ୍ ତାହା ନୁହେଁ, ଅନେକ କଥାକୁ ଦେଖି 'ଏ କଥା ନୁହେଁ', 'ଏ କଥା ନୁହେଁ' କହି କହି କୌଣସି ବିଷୟକୁ ପରୀକ୍ଷା କରିବା) — (ଯଥା—ମୁଁ ବୈଦ୍ୟଶାସ୍ତ୍ରକୁ ତନ୍ନ ତନ୍ନ କରି ଆଲୋଚନା କରିଅଛି।)